ଷଡ଼ଯନ୍ତ୍ରକୁ ଚପାଇବାକୁ ଉଦ୍ୟମ କରାଯାଇଛି : ସୁରେଶ ପୂଜାରୀ


ଭୁବନେଶ୍ୱର,// 27/05 //2023 // (ଉତ୍କଳ ସମାଚାର) //  ନବ ଦାସ ହତ୍ୟା ସମ୍ପର୍କିତ କ୍ରାଇମବ୍ରାଂଚର ଚାର୍ଜସିଟ୍ କୁ ସମାଲୋଚନା କରିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ । ସେ କହିଛନ୍ତି ଯେ ଚାର୍ଜସିଟ ରିପୋର୍ଟରୁ ଜଣାପଡ଼ୁଛି ଷଡ଼ଯନ୍ତ୍ରକୁ ଚପାଇବାକୁ ଉଦ୍ୟମ କରାଯାଇଛି । ହତ୍ୟାର କାରଣ ଓ ଷଡ଼ଯନ୍ତ୍ରକାରୀ ପ୍ରତି ତଦନ୍ତ ନ କରିବା ସନ୍ଦେହ ବଢ଼େଇଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *