ରାଜ୍ୟ କ୍ୟାବିନେଟରେ ନୂଆ ଦାୟିତ୍ୱ ନେଲେ ୩ ମନ୍ତ୍ରୀ:ସାରଦାଙ୍କୁ ଶ୍ରମମନ୍ତ୍ରୀ ଦାୟିତ୍ୱ

ଭୁବନେଶ୍ୱର, , ୨୨/୫ (ଉତ୍କଳ ସମାଚାର):: କ୍ୟାବିନେଟ ମନ୍ତ୍ରୀ ଭାବରେ ନୂଆ ଦାୟିତ୍ୱ ନେଇଥିବା ୩ ମନ୍ତ୍ରୀଙ୍କୁ ବଡ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ନବୀନ ସରକାର । ନୂଆ କରି ଶପଥ ଗ୍ରହଣ କରିଥିବା କ୍ୟାବିନେଟ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ରାଜ୍ୟ ସରକାର ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ନୂଆ ମନ୍ତ୍ରୀ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ବିକ୍ରମ କେଶରୀ ଆରୁଖଙ୍କୁ ମିଳିଛି ଅର୍ଥମନ୍ତ୍ରୀର ପାହ୍ୟା । ତେବେ ଶ୍ରମମନ୍ତ୍ରୀ ଭାବରେ ସାରଦା ପ୍ରସାଦ ନାୟକ ରାଜ୍ୟ କ୍ୟାବିନେଟରେ ସ୍ଥାନ ପାଇଛନ୍ତି ।

Leave a Reply

Your email address will not be published. Required fields are marked *