ରାଉରକେଲା,୧୯/୯(ଉତ୍କଳ ସମାଚାର):ଆଜି ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ ରେ ଦୁଇ ଦିବସୀୟ କ୍ଷେତ୍ରୀୟ ବନବିଭାଗ କ୍ରୀଡା ସମ୍ମିଳନୀ ଆରମ୍ଭ ହୋଇଛି। ଚଳିତବର୍ଷ ଏହି କ୍ଷେତ୍ରୀୟ କ୍ରୀଡା ସମ୍ମିଳନୀ